Twitxy Saved

Collector Kandhamala

@DMKandhamal

Office of Collector , Kandhamala,Odisha
Phulabani, India Kandhamal.nic.in Joined June 2017
110 Following 9.2K Followers 2.7K Posts

Latest posts 5

Collector Kandhamala @DMKandhamal
ଏତ୍ ଦ୍ଵାରା ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ/ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଆସନ୍ତା ତା ୦୫.୧୧.୨୬ ରିଖ ପୂର୍ବାହ୍ନ ୧୦.୦୦ ସମୟରେ ଜିଲ୍ଲା ପରିଷଦ ସଭା ଗୃହ (ପଞ୍ଚାୟତ ଭବନ), କନ୍ଧମାଳ ଠାରେ ପେନ୍‌ସନ୍‌ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି ।