DM KALAHANDI @DmKalahandi · 21h, Nov 16, 2026, 4:11 PM ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତ୍ୱରିତ ଓ ନ୍ୟାୟସଙ୍ଗତ ସମାଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଥୁଆମୁଲ ରାମପୁର ସ୍ଥିତ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।@IPR_Odisha
DM KALAHANDI @DmKalahandi · 22h, Nov 16, 2026, 3:33 PM କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପ୍ରେସ ଦିବସ ପାଳନ।ସଭା,ଆଲୋଚନା ଚକ୍ର,ପୁରସ୍କାର ବିତରଣ ଉତ୍ସବରେ ସି ଡି ଓ, ଜିଲ୍ଲା ପରିଷଦ,କଳାହାଣ୍ଡି ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ମୁଖ୍ୟ ବକ୍ତା ଡ଼ କୈଳାଶ ଚନ୍ଦ୍ର ଦାସ ଏବଂ ସମ୍ମାନୀତ ବକ୍ତା ଭାବରେ ବରିଷ୍ଠ ସାମ୍ୱାଦିକ ଯୋଗ ଦେଇଥିଲେ।
DM KALAHANDI @DmKalahandi · 1d, Nov 16, 2026, 1:55 PM ଜନଗଣନା-୨୦୨୭: ଆପଣଙ୍କ ଗଣନା, ଆମ ଭବିଷ୍ୟତର ଦିଗଦର୍ଶନ! କଳାହାଣ୍ଡିରେ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ ଆରମ୍ଭ। ୧୦ ରୁ ୨୪ ଜାନୁଆରୀ ମଧ୍ୟରେ ସ୍ୱ-ଗଣନା କରନ୍ତୁ। #ଜନଗଣନା୨୦୨୭ #କଳାହାଣ୍ଡି#Census2027 @CensusIndia2027
DM KALAHANDI @DmKalahandi · 3d, Nov 14, 2026, 2:59 PM ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅନ୍ତର୍ଗତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବଲାଙ୍ଗୀର ଜିଲ୍ଲା ପଥରଚେପା ଠାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଆଜି ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଏକ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି।@PRDeptOdisha @IPR_Odisha
DM KALAHANDI @DmKalahandi · 4d, Nov 13, 2026, 2:25 PM ମାନ୍ୟବର ସାଂସଦ, ଲୋକସଭା, କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ତା.୧୩.୧୧.୨୦୨୬ ରିଖ ଦିନ ଜିଲ୍ଲା ପରିଷଦ କାର୍ଯ୍ୟାଳୟ, କଳାହାଣ୍ଡିଠାରେ ଦ୍ୱିତୀୟ 'ଦିଶା' (DISHA) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାପାଳ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ@CMO_Odisha