Pinned post
ବିଭିନ୍ନ ଗଣମାଧ୍ୟମରେ ୭ ଜୁଲାଇ ୨୦୨୬ରେ ୭,୨୩୪ ଶିଶୁବାଟିକା ଶିକ୍ଷକ ପଦ ମଞ୍ଜୁର ସମ୍ପର୍କରେ ପ୍ରକାଶିତ ଖବରର କୌଣସି ସତ୍ୟତା ନାହିଁ l ସେହିପରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଏ ସଙ୍କ୍ରାନ୍ତୀୟ ଚିଠିର ମଧ୍ୟ କୌଣସି ସତ୍ୟତା ନାହିଁ l ଏ ନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି l