ରାଜ୍ୟର ଭିତ୍ତିଭୂମି ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିଭାଗ ଅଧୀନରେ ଚାଲୁଥିବା ପ୍ରମୁଖ ରାସ୍ତା, ସେତୁ ଓ କୋଠାବାଡ଼ି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି | ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ
Works Department, Odisha
@PWD_Odisha
Official Twitter handle of Works Department, Government of Odisha. Infrastructure- Roads, Bridges, Buildings
63 Following 122K Followers 9.9K Posts
Latest posts 5
CE Bridges-II, CCE R&B Berhampur & SE Bridge Design inspected cyclone Arnab-damaged sites including the Jarau Bridge (SH-36), Rushikulya/Tipisara/Badanadi bridges, and Kanteipali Soara road restoration.
Directing swift floor protection, GAD revisions, and FRL upgrades.
Directing swift floor protection, GAD revisions, and FRL upgrades.
ବିଭାଗୀୟ ମନ୍ତ୍ରୀ @PrithivirajBJP ଶ୍ରୀମନ୍ଦିରରେ ନିର୍ମାଣାଧୀନ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାର ଭିତ୍ତିଭୂମି ଓ ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଚ୍ଚ ଗୁଣବତ୍ତା ସହ ସମ୍ପନ୍ନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
Chief Engineer (Buildings-II) & SE (Electrical) inspected SJMCH Teaching Hospital with Dean & Supt. to resolve key operational items:
⚡ Permanent power connection (TPCODL)
💧 UGR water seepage rectification
🔥 Fire NOC & Land conversion
⚙️ AMC handovers & monthly tracking
⚡ Permanent power connection (TPCODL)
💧 UGR water seepage rectification
🔥 Fire NOC & Land conversion
⚙️ AMC handovers & monthly tracking