Twitxy Saved

Pravati Parida

Verified account This account is verified. Learn more

@PravatiPOdisha

Deputy Chief Minister,Govt. of Odisha | MLA Nimapada Constituency | Proud Member of Bharatiya Janata Party.
Nimapara/Bhubaneswar/Odisha instagram.com/pravatiparidab… Joined September 2016
598 Following 51K Followers 23K Posts

Latest posts 5

Pravati Parida Verified account @PravatiPOdisha
ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନର ଯଥାକ୍ରମେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ଜିଲ୍ଲା ପ୍ରକଳ୍ପ ପରିଚାଳକମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମହିଳା ସଶକ୍ତିକରଣ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ବାବଦରେ ସମୀକ୍ଷା କଲି ।

ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ ସରକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଆମ ସରକାର ଗୁରୁତ୍ୱ ଦେଉଛନ୍ତି । @OLM_Antyoday @mission_shakti #SubhadraShakti @CMO_Odisha
Pravati Parida Verified account @PravatiPOdisha
ଡବଲ୍ ଇଞ୍ଜିନ୍ ସରକାରରେ ମହିଳାମାନଙ୍କର ଦୁଇଗୁଣା ପ୍ରଗତି ହେଉଛି । ଆର୍ଥିକ ସହାୟତା ସହ ଦକ୍ଷତା, ପ୍ରଯୁକ୍ତି ଓ ବଜାର ସଂଯୋଗ ମାଧ୍ୟମରେ ମହିଳାଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଆମର ଲକ୍ଷ୍ୟ ।

ଆସନ୍ତା ନଭେମ୍ବର ୨୪ ଓ ୨୫ରେ ଓଡ଼ିଶାର ନାରୀଶକ୍ତି ଇଣ୍ଡୋନେସିଆର ବାଲି ଯାତ୍ରା କରିବା ଏହି ଯାତ୍ରାରେ ନୂଆ ଅଧ୍ୟାୟ ଯୋଡ଼ିବ ।

@mission_shakti @OLM_Antyoday

#SubhadraShakti #WomenEmpowerment #ViksitOdisha
Pravati Parida Verified account @PravatiPOdisha
ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ବଜାର ସୁଯୋଗ, ୪.୫୬ କୋଟି ଟଙ୍କାରୁ ଅଧିକ ବ୍ୟବସାୟିକ କାରବାର

ମହିଳା କୃଷକ ଉତ୍ପାଦକ କମ୍ପାନୀଙ୍କ ବଜାର ସଂଯୋଗ ସୁଦୃଢ଼ କରିବା ପାଇଁ KiWi Kisan Window, Vajrateja Rice Cluster Pvt. Ltd., Bijayalaxmi Paddy & Agro Pvt. Ltd., VillaMart, KisaanSay Agtech Pvt. Ltd. ଏବଂ Esse Naturals & Nutrition Pvt. Ltd. (DIAFIT) ସହ ୬ଟି ବ୍ୟବସାୟିକ ସହଭାଗିତା ସ୍ଥାପନ କରାଯାଇଛି।

ଏହାଦ୍ୱାରା କଳାଜିରା ଚାଉଳ, Low-GI ଚାଉଳ, ଚୁଡ଼ା, ଇଡ୍‌ଲି ରାୱା ଓ ଅନ୍ୟ କୃଷିଜାତ ଉତ୍ପାଦ ପାଇଁ ବଜାର ସଂଯୋଗୀକରଣ ସୁଯୋଗ ବଢ଼ିବ । @mission_shakti @OLM_Antyoday #Subhadrashakti
Pravati Parida Verified account @PravatiPOdisha
‘ସୁଭଦ୍ରା ଶକ୍ତି ବଜାର’ର ନୂତନ ଉତ୍ପାଦ କ୍ୟାଟାଲଗ୍ ଉନ୍ମୋଚିତ ହୋଇଛି । ଏହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦକୁ ଅଧିକ ବ୍ୟାପକ ବଜାର ସହ ଯୋଡ଼ିବା ସହ ସେମାନଙ୍କ ସୃଜନଶୀଳତା ଓ ଦକ୍ଷତାକୁ ନୂଆ ପରିଚୟ ଦେବ ।

#SubhadraShakti #WomenEntrepreneurs @CMO_Odisha @mission_shakti @OLM_Antyoday
Pravati Parida Verified account @PravatiPOdisha
ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ଉତ୍ପାଦକୁ ମିଳିଲା ନୂଆ ବଜାର ଓ ନୂଆ ପରିଚୟ

ଆଜି ‘ସୁଭଦ୍ରା ଶକ୍ତି’ ବ୍ରାଣ୍ଡ ଅଧୀନରେ Low-GI ଚାଉଳଭିତ୍ତିକ ଉତ୍ପାଦ, ଚୁଡ଼ା, ମିଲେଟ୍ କୁକିଜ୍ ଓ ପ୍ରିମିୟମ୍ କଳାଜିରା ଚାଉଳର ଶୁଭାରମ୍ଭ କରାଯାଇଛି । ଏହି ପଦକ୍ଷେପ ମହିଳା ଉତ୍ପାଦକ କମ୍ପାନୀଗୁଡ଼ିକର ଉତ୍ପାଦକୁ ବଜାରରେ ନୂଆ ପରିଚୟ ଦେବା ସହ ସେମାନଙ୍କ ପାଇଁ ଆୟ ବୃଦ୍ଧି ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।

#SubhadraShakti #Millets #WomenEntrepreneurs #Odisha
@CMO_Odisha @mission_shakti @OLM_Antyoday