ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର-ତଥା-ଶାସନ ସଚିବ, ଡା. ଏନ୍ ତିରୁମାଲା ନାଏକ ସମସ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରି ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
EducationOdisha
This account is verified because it is a government or multilateral organization account. Learn more@SMEOdisha
Department of School & Mass Education, Govt. of Odisha. #EducationForAll
49 Following 297K Followers 2.5K Posts
Latest posts 5
କେନ୍ଦୁଝର ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
ପ୍ରାୟ ୪୦୦୦ କୋଟି ବ୍ୟୟରେ ନିର୍ମାଣ ହେବ ୬୩୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ।
ଆଧୁନିକ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସୃଜନଶୀଳ ଶିକ୍ଷଣ ପରିବେଶ ମାଧ୍ୟମରେ ଗଢ଼ାଯିବ ଆଗାମୀ ଓଡ଼ିଶାର ସଶକ୍ତ ଭବିଷ୍ୟତ।
ପ୍ରାୟ ୪୦୦୦ କୋଟି ବ୍ୟୟରେ ନିର୍ମାଣ ହେବ ୬୩୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ।
ଆଧୁନିକ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସୃଜନଶୀଳ ଶିକ୍ଷଣ ପରିବେଶ ମାଧ୍ୟମରେ ଗଢ଼ାଯିବ ଆଗାମୀ ଓଡ଼ିଶାର ସଶକ୍ତ ଭବିଷ୍ୟତ।
Watch Live: Hon’ble Chief Minister Shri Mohan Charan Majhi Virtually Lays the Foundation Stones for 630 Schools Under Phase III of the Godabarish Mishra Adarsha Prathamika Vidyalaya (GMAPV) Scheme.
youtube.com/live/Vn74EtF5s…
youtube.com/live/Vn74EtF5s…
A 5-day Odia Teacher Training Programme for Secondary School Teachers commenced on 3rd November 2026 at SILTT, Bhubaneswar, with the participation of 55 Secondary Teachers from Rayagada district.
The programme aims to strengthen teachers’ subject knowledge and enhance classroom teaching practices through expert-led sessions.
The programme aims to strengthen teachers’ subject knowledge and enhance classroom teaching practices through expert-led sessions.
Restoration activities are in full swing at Barapalli High School!
DEO Ganjam is closely supervising on-ground operations to ensure swift cleaning, repair, and complete restoration so students can safely return to a vibrant learning environment.
DEO Ganjam is closely supervising on-ground operations to ensure swift cleaning, repair, and complete restoration so students can safely return to a vibrant learning environment.