Twitxy Saved

ChiefSecyOdisha

Verified account This account is verified because it is a government or multilateral organization account. Learn more

@SecyChief

The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.
Bhubaneshwar, India odisha.gov.in Joined November 2019
62 Following 302K Followers 1.7K Posts

Latest posts 5

ChiefSecyOdisha Verified account @SecyChief
With a strategic push towards maritime-led economic growth, Odisha is poised to emerge as a key hub for shipbuilding. The proposed Kendrapada Shipbuilding Cluster, involving an investment of ₹24,700 crore, will drive world-class infrastructure, attract global investments, promote industrial innovation and create significant employment opportunities.
ChiefSecyOdisha Verified account @SecyChief
ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ବୁଧବାର ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଶାସନ ସଚିବ @ChiefSecy ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକ ଓ ସାଂସ୍କୃତିକ କ୍ଷେତ୍ରରେ ଓଡ଼ିଶାର କଳାକାର ଓ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କ ଅସାଧାରଣ ପ୍ରତିଭା ଓ ସୃଜନଶୀଳତାର ଉଚ୍ଚ ପ୍ରଶଂସା କରିଥିଲେ । କର୍ମମୟ ଜୀବନ ମଧ୍ୟରେ କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ।

ଏହି ଅବସରରେ “ବିକଶିତ ଓଡ଼ିଶା @୨୦୩୬” ଏବଂ “ବିକଶିତ ଭାରତ @୨୦୪୭” ର ଲକ୍ଷ୍ୟ ହାସଲ କରିବା ପାଇଁ ନିଯୁକ୍ତି ସୃଷ୍ଟି, ଆର୍ଥିକ ଅଭିବୃଦ୍ଧି ଓ ପର୍ଯ୍ୟଟନ ବିକାଶ ଦିଗରେ ସାମୂହିକ ସହଯୋଗ ଓ ସକ୍ରିୟ ଯୋଗଦାନ ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଉତ୍ସବର ଉଦଯାପନୀ ସଂଧ୍ୟାରେ ନାଟକ ‘ଅସତ୍ୟ ସହର’ ମଞ୍ଚସ୍ଥ ହୋଇଥିଲା ।
1 replies 2 reposts 43 likes 2.6K views View on X
ChiefSecyOdisha Verified account @SecyChief
ରାଜ୍ୟରେ ପରିସଂଖ୍ୟାନ କାର୍ଯ୍ୟକଳାପକୁ ସୁଦୃଢ଼ ତଥା ପ୍ରଭାଵୀ ସମନ୍ୱୟ ଲକ୍ଷ୍ୟରେ ମୁଖ୍ୟ ଶାସନ ସଚିବ @ChiefSecy ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ପ୍ରଥମ ରାଜ୍ୟସ୍ତରୀୟ ସମନ୍ୱୟ କମିଟି #SLCC ବୈଠକ ଅନୁଷ୍ଠିତ ହୋଇଯାଇଛି l

ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ #MoSPI ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ପରିସଂଖ୍ୟାନ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଧିକ ପ୍ରଭାବଶାଳୀ ସମନ୍ୱୟ ଓ ସହଯୋଗ ସ୍ଥାପନ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ବୈଠକରେ ତଥ୍ୟର ଗୁଣବତ୍ତା, ସର୍ବେକ୍ଷଣ, ସମୟୋଚିତ ତଥ୍ୟ ପ୍ରକାଶନ ଓ ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆଲୋଚନା ସହ ବିଭାଗୀୟ ତଥ୍ୟ ଅଧିକାରୀଙ୍କ ନିଯୁକ୍ତି, ଜିଲ୍ଲାପାଳମାନଙ୍କ ସହଭାଗିତା ଏବଂ ସର୍ବେକ୍ଷଣ ପୂର୍ବ ଓ ପରବର୍ତ୍ତୀ ପରାମର୍ଶ କର୍ମଶାଳା ଆୟୋଜନ ଭଳି ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯାଇଥିଲା।
4 replies 0 reposts 36 likes 2.7K views View on X
ChiefSecyOdisha Verified account @SecyChief
With the State Government’s focus on developing National Waterway-5 and strengthening Odisha’s inland water transport infrastructure, 332 km of waterways connecting Talcher, Paradip and Dhamra will open new pathways for trade, strengthen industrial connectivity and propel the State towards sustainable economic growth.