Pinned post ABVP Odisha Verified account @abvpodisha · 3h, Nov 11, 2026, 7:55 AM ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀ | State Level Student Leaders' Conclave 2026 x.com/i/broadcasts/2…
ABVP Odisha Verified account @abvpodisha · 5h, Nov 11, 2026, 5:16 AM Get Ready to Witness the Biggest Gathering of Student Leaders in Odisha! 🔥The countdown has begun for the State-Level Students’ Leaders Conclave 2026, organised by ABVP Odisha.#ABVPwinsOdisha #StudentUnionElection #ChhatranetaSammilani #ABVPOdisha#ABVPForGenZ Open video 0:28
ABVP Odisha Verified account @abvpodisha · 11h, Nov 10, 2026, 11:05 PM ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ଏବିଭିପି ଓଡ଼ିଶାର ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ୱର ପହଞ୍ଚିଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସାଧାରଣ ସମ୍ପାଦିକା କୁ. ରିୟା ଛାବଡ଼ୀଙ୍କୁ ମନ୍ଦିରମାଳିନୀ ନଗରୀରେ ଭବ୍ୟ ସ୍ୱାଗତ କରାଯାଇଛି।#ABVPwinsOdisha #StudentUnionElection #ChhatranetaSammilani #ABVPOdisha #ABVPForGenZ Open video 0:23
ABVP Odisha Verified account @abvpodisha · 12h, Nov 10, 2026, 10:37 PM ଅଖିଳ ଭାରତୀୟ ଵିଦ୍ୟାର୍ଥୀ ପରିଷଦ ତରଫରୁ ଆସନ୍ତା କାଲି ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀ ପାଇଁ ପୂର୍ବପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...#ABVPwinsOdisha #StudentUnionElection #ChhatranetaSammilani #ABVPOdisha #ABVPForGenZ Open video 0:21
ABVP Odisha Verified account @abvpodisha · 12h, Nov 10, 2026, 10:10 PM ରାତି ପାହିଲେ ଭୁବନେଶ୍ୱରରେ ହେବ ହଜାର ହଜାର ଛାତ୍ରନେତାଙ୍କ ମହାସଙ୍ଗମ!ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପକ୍ଷରୁ ବରମୁଣ୍ଡା ପଡ଼ିଆଠାରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀ - ୨୦୨୬।#ABVPwinsOdisha #ChhatranetaSammilani #ABVPOdisha #StudentUnionElection #ABVPForGenZ Open video 0:59