Twitxy Saved

Collector and DM, Jharsuguda

@dm_jharsuguda

Official Twitter/X Handle of the Collector and District Magistrate, Jharsuguda
Jharsuguda, Odisha jharsuguda.odisha.gov.in Joined June 2017
52 Following 11K Followers 2.2K Posts

Latest posts 5

Collector and DM, Jharsuguda @dm_jharsuguda
ଲୋକଆସ୍ଥାର ମହାନ ପର୍ବ ‘ଛଠ୍ ପୂଜା’କୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ଭବ୍ୟ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଡିଏମ୍‌ଏଫ୍ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
Collector and DM, Jharsuguda @dm_jharsuguda
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
Collector and DM, Jharsuguda @dm_jharsuguda
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଅର୍ଦା ସ୍ଥିତ ଏସଏସଡି ଉଚ୍ଚ ବିଦ୍ୟାଳୟକୁ ଅଚାନକ ଗସ୍ତ କରି ଶିକ୍ଷାଦାନ ବ୍ୟବସ୍ଥା ତଥା ବିଭିନ୍ନ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ସିଧାସଳଖ ଶ୍ରେଣୀଗୃହକୁ ଯାଇ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ସହିତ ସିଧାସଳଖ ଭାବ ବିନିମୟ କରିଥିଲେ।
Collector and DM, Jharsuguda @dm_jharsuguda
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଖାଦ୍ୟ ନିରାପତ୍ତା ଓ ନିଶା ନିବାରଣ ନିୟମାବଳୀର ଅନୁପାଳନ ଲାଗି ପ୍ରଶାସନିକ ଏନ୍‌ଫୋର୍ସମେଣ୍ଟ୍ କାର୍ଯ୍ୟାନୁଷ୍ଠାନ ଜୋରଦାର ଜାରି ରହିଛି।