Twitxy Saved

Revenue & DM Department, Government of Odisha

Verified account This account is verified. Learn more

@rdmodisha

Revenue & Disaster Management Department, Govt. of Odisha | ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର
Bhubaneswar,Odisha revenue.odisha.gov.in Joined June 2017
27 Following 167K Followers 3.5K Posts

Latest posts 5

Revenue & DM Department, Government of Odisha Verified account @rdmodisha
ଜମିଜମା ସମ୍ବନ୍ଧୀୟ ସେବାକୁ ନେଇ ଆପଣ ସଚେତନ ତ ?

ଓଡ଼ିଶା ଜନସେବା ଅଧିକାର ଅଧିନିୟମ (ORTPS Act) ଅନୁଯାୟୀ, ବିବାଦମୁକ୍ତ ମ୍ୟୁଟେସନ୍ (Uncontested Mutation) ମାମଲାର ଫଇସଲା ପାଇଁ କେତେ ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି?

ଆପଣଙ୍କ ଉତ୍ତର କମେଣ୍ଟରେ ଜଣାନ୍ତୁ।
12 replies 6 reposts 21 likes 4.2K views View on X
Revenue & DM Department, Government of Odisha Verified account @rdmodisha
ଘରବାରିହୀନ ଓ ଭୂମିହୀନ ବ୍ୟକ୍ତିଙ୍କୁ ସରକାରୀ ଜମି ଆବଣ୍ଟନ ପ୍ରକ୍ରିୟାକୁ ଅଧିକ ସମାବେଶୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବାର୍ଷିକ ଆୟ ସୀମା ବୃଦ୍ଧି କରିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ, ଉଭୟ ବର୍ଗଙ୍କ ପାଇଁ ବାର୍ଷିକ ଆୟର ସର୍ବୋଚ୍ଚ ସୀମା ୧ ଲକ୍ଷ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

ଏହି ସଂଶୋଧନ ଯଥାକ୍ରମେ ଓଡ଼ିଶା ଭୂ-ଅବୈଧ ଦଖଲ ନିବାରଣ ଅଧିନିୟମ, ୧୯୭୨ (Odisha Prevention of Land Encroachment Act, 1972) ଏବଂ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଅଧିନିୟମ, ୧୯୬୨ (Odisha Government Land Settlement Act, 1962) ଅନ୍ତର୍ଗତ କରାଯାଇଛି।

ଏହାଦ୍ୱାରା ଅଧିକ ଯୋଗ୍ୟ ଘରବାରିହୀନ ଓ ଭୂମିହୀନ ବ୍ୟକ୍ତି ସରକାରୀ ଜମି ଆବଣ୍ଟନ ଓ ବନ୍ଦୋବସ୍ତର ସୁଯୋଗ ପାଇପାରିବେ। ଜମି ଓ ବାସସ୍ଥାନର ସୁଯୋଗକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
2 replies 22 reposts 102 likes 20K views View on X
Revenue & DM Department, Government of Odisha Verified account @rdmodisha
A meeting was held today at the Conference Hall of the Department under the chairmanship of Additional Chief Secretary to review and resolve land acquisition issues relating to the Talcher–Bimlagarh New Railway Line Project.

The ACS assured speedy resolution of all pending issues through coordinated efforts of the concerned departments and Collectors.

The Presiding Officer, Rehabilitation & Resettlement Authority, Northern Division, Sambalpur, Principal Secretary, Commerce & Transport Department, Collector, Debagada, Sub-Collector, Banaigada and senior officials of East Coast Railway and Revenue & DM Department attended the meeting.
1 replies 4 reposts 26 likes 2.9K views View on X
Revenue & DM Department, Government of Odisha Verified account @rdmodisha
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ।

ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ଯୋଗ୍ୟ ପ୍ରଭାବିତ ପରିବାରଙ୍କୁ ୫୦ କେଜି ଚାଉଳ ସହ ₹୨,୫୦୦ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସହାୟତା ବଣ୍ଟନରେ ସ୍ୱଚ୍ଛତା ଓ ତ୍ୱରିତ କାର୍ଯ୍ୟାନ୍ୱୟନକୁ ଗୁରୁତ୍ୱ ଦିଆଯାଇଛି।

@sureshkpujari
1 replies 1 reposts 10 likes 778 views View on X
Revenue & DM Department, Government of Odisha Verified account @rdmodisha
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତଙ୍କୁ ତ୍ୱରିତ ସହାୟତା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ।

ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ସହ ୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱଚ୍ଛତା ଓ ତ୍ୱରିତ ଢଙ୍ଗରେ ସହାୟତା ପହଞ୍ଚାଇବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।