0:38
ZP_Koraput
@ZP_Koraput
ZP KORAPUT IMPLEMENTING VARIOUS RURAL DEVELOPMENT PROGRAMMES LIKE MGNREGA, RURAL HOUSING, OLM, ETC. MERGED WITH DRDA SINCE 1-4-22
162 Following 1.1K Followers 2.4K Posts
Latest posts 5
0:51
0:48
ନନ୍ଦପୁର ଏବଂ ପଟ୍ଟାଙ୍ଗୀ ବ୍ଲକରେ ଭି.ବି-ଜି-ରାମ-ଜି ଯୋଜନା ଅଧୀନରେ ବିଭିନ୍ନ ଶ୍ରମ ଭିତ୍ତିକ କାର୍ଯ୍ୟ ବର୍ତମାନ ଚାଲୁ ରହିଛି। ସ୍ଥାୟୀ ଗ୍ରାମୀଣ ସମ୍ପତ୍ତି ସୃଷ୍ଟି, ଜଳ ସଂରକ୍ଷଣ ଏବଂ ଜୀବିକା ସହାୟତା ଉପରେ ଗୁରୁତ୍ୱ ଦିଆଯାଉଛି।
@PWD_Odisha
@RWSS_Odisha
@IPR_Odisha
@PWD_Odisha
@RWSS_Odisha
@IPR_Odisha
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କୋରାପୁଟ ଆଜି ଲମତାପୁଟ ବ୍ଲକର ଦାବୁଗୁଡା ଓ ଥୁସୁବା ପଞ୍ଚାୟତ ପରିଦର୍ଶନ କରି ମାଲିପେଟାଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ଏବଂ ବାରଙ୍ଗପୁଟଠାରେ ଅଙ୍ଗନବାଡି ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି।
@PRDeptOdisha
@RWSS_Odisha
@IPR_Odisha
@PRDeptOdisha
@RWSS_Odisha
@IPR_Odisha