ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଏହି ସୃଜନଶୀଳ ପ୍ରତିଯୋଗିତାରେ ମୋଟ ୨୧ଟି ପ୍ରମୁଖ ବିଷୟ ରହିଛି। ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ତଥା ତୃଣମୂଳ ସ୍ତରର ନବସୃଜନକାରୀ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିରେ ୨ ହଜାରରୁ ଅଧିକ ଅନୁଷ୍ଠାନ ସହ ୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ନବସୃଜନକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ରେ ଭାଗ ନେବା ପାଇଁ ଆଜି ହିଁ ଷ୍ଟାର୍ଟଅପ୍ ଓଡ଼ିଶାର ୱେବସାଇଟରେ ପଞ୍ଜୀକରଣ କରନ୍ତୁ। ୧୦ ନଭେମ୍ବର ପଞ୍ଜୀକରଣର ଶେଷ ତାରିଖ ରହିଛି।
osfic.startupodisha.org/register
@cmo_odisha @gokulanandabjp @SecyChief @msmedepartment @startupindia @SmrutiR2009