ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହାତକରଙ୍କ ଉପସ୍ଥିତିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଷ୍ଟକିଂ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଷ୍ଟକିଂ ଭଳି ଘଟଣାକୁ ଚିହ୍ନଟ କରିବା, ଏହାର ପ୍ରତିରୋଧ ଏବଂ ଅଭିଯୋଗ ଦାଖଲ ସହ ଆଇନଗତ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା।
#WomenSafety #AwarenessOnStalking #WomenEmpowerment #WomenRights #NCW #OSCW #Odisha #wcdodisha
@CMO_Odisha @PravatiPOdisha @MinistryWCD @odisha_subhadra @IPR_Odisha @mission_shakti @NCPCR_ @NCWIndia
#WomenSafety #AwarenessOnStalking #WomenEmpowerment #WomenRights #NCW #OSCW #Odisha #wcdodisha
@CMO_Odisha @PravatiPOdisha @MinistryWCD @odisha_subhadra @IPR_Odisha @mission_shakti @NCPCR_ @NCWIndia
1:33